Jump to content

ଚିଡ଼ା

ଉଇକିଅଭିଧାନ‌ରୁ

ଚିଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଡ଼ ଧାତୁ=ବିରକ୍ତ ହେବା, ଯୋଗେଶଚନ୍ଦ୍ର; ତୁଳ. ସଂସ୍କୃତ - ଚୀର୍ଣ୍ଣ=ବିଦୀର୍ଣ୍ଣ)

[ସମ୍ପାଦନା]

ବିରକ୍ତି — Vexation.

ଦେଶଜ - ବିଶେଷଣ -

[ସମ୍ପାଦନା]

କ୍ରୋଧୀ; ରାଗୀ; ଚିଡ଼୍ ଚିଡ଼୍; ଉଗ୍ର ସ୍ୱଭାବ — Of an irascible temper; peevish; irritable.