Jump to content

ଚିଡ଼ି

ଉଇକିଅଭିଧାନ‌ରୁ

ଚିଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ସମ୍ୱଲପୂର) ବିଶେଷ୍ୟ -

[ସମ୍ପାଦନା]

ବଡ଼ ଟୋକେଇ — A big basket.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]
୧. ଚିଙ୍ଗୁଡ଼ିମାଛ — ୧. Shrimp; prawn.
୨. ଛୋଟ ଡାଲା; ଚାଙ୍ଗୁଡ଼ି —୨. Small tray.