ଚିଡ଼ିଆମାର
(ଚିଡ଼ିଆମାରୁ—ଅନ୍ୟରୂପ)
ଚଢ଼େଇମାରୁ; ବ୍ୟାଧ; ଯେ ପକ୍ଷୀଙ୍କୁ ମାରି ଜୀବୀକା ନିର୍ବାହ କରେ — One who kills birds for living; fowler.