Jump to content

ଚିଡ଼ିଆ ଖାନା

ଉଇକିଅଭିଧାନ‌ରୁ

ଚିଡ଼ିଆ ଖାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହିନ୍ଦୀ - ଚିଡ଼ିୟା=ପକ୍ଷୀ+ଫାରାସୀ - ପ୍ରତ୍ୟତ ଖାନା)

[ସମ୍ପାଦନା]
୧. ପକ୍ଷୀଶାଳା; ପକ୍ଷୀମାନଙ୍କୁ ପାଳି ରଖିବ ସ୍ଥାନ ୧. An aviary;a bird-house.
୨. ଯେଉଁଠାରେ ନାନାଜାତୀୟ ଜୀବଜନ୍ତୁଙ୍କୁ ପାଳି କରି ରଖାଯାଏ —୨. The zoo; a zoological house; a place where various animals are kept.