ଚିଡ଼ିତାନ୍
ଦେଖଣା
ଚିଡ଼ିତାନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ବୈଦେଶିକ - ବିଶେଷ୍ୟ - (ହି; ଏହା ଉଡ଼ୁଥିବା ପକ୍ଷୀର ଆକାରବିଶିଷ୍ଟ)
- ୧. ତାସ ଖେଳରେ ତ୍ରିଗୋଲକ ଓ ପୁଚ୍ଛବିଶିଷ୍ଟ କଳା ରଙ୍ଗ; ଚିଡ଼ିଆରଙ୍ଗ —୧. The club in playing cards.
[ଦ୍ରଷ୍ଟବ୍ୟ —ତାସ୍ ଖେଳ ତଳେ ନୋଟ୍ ଦେଖ]
- ୨. ନାକପୁଡ଼ାରେ ପିନ୍ଧିବା ସୁନାର ଅଳଙ୍କାରବିଶେଷ; ଚିଡ଼ିଆ ଆକାରର ନାକଫୁଲ —୨. A gold ornament for the nose.