Jump to content

ଚିଡ଼ିବା

ଉଇକିଅଭିଧାନ‌ରୁ

ଚିଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଚିଡ଼ା(ଡ଼େ)ଇବା—ଣିଜନ୍ତ ରୂପ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚ଼ଡ଼ ଧାତୁ)

[ସମ୍ପାଦନା]
୧. କ୍ରୃଦ୍ଧ ହେବା; ରାଗ କରିବା — ୧. To be angry,to become irritated.
୨. ବିରକ୍ତ ହେବା — ୨. To be displeased.
୩. ବିରକ୍ତିପ୍ରକାଶ କରିବା — ୩. To give vent to anger or displeasure.