ଚିତଉ
ଦେଖଣା
ଚିତଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରକ; ଏଥିର ଦେହଯାକ ଫୋଡ଼ାଫୋଡ଼ି ଦାଗ ହୋଇଥିବାରୁ)
[ସମ୍ପାଦନା]ବାସ୍ପସିଦ୍ଧ ପିଷ୍ଟକବିଶେଷ — A sort of perforated steam-boiled pancake swollen on one side.
ଚିତଉ ଖାଇବା ଲୋକର ବିଦ୍ଧ ଗଣିବାରେ ଅଛି କେଉଁ ପ୍ରୟୋଜନ ଚିନ୍ତାମଣି. ବିକ୍ରମାଦିତ୍ୟ
[ଦ୍ରଷ୍ଟବ୍ୟ —ଚାଉଳକୁ ବାଟି ପିଠଉ କରି ସେହି ପିଠଉକୁ ନିଆଁଉପରେ ତେଲଉଣିରେ ଢ଼ାଳି ତା ଉପରେ ଗୋଟିଏ ସରା ଘୋଡ଼ାଇ ଦିଆଯାଏ ଏବଂ ସରାଉପରେ ପାଣିଛିଞ୍ଚାଯାଏ ଏ ପିଠା ବାଷ୍ପଦ୍ୱାରା ସିଦ୍ଧ ହୁଏ ଏହାର ଦେହଯାକ ଛିଦ୍ର ହୋଇଥାଏ ଓ ଉପର ପାଖ ଫୁଲିଥାଏ]