ଚିତଉମୁହାଁ
(ଚିତଉମୂହୀଁ—ସ୍ତ୍ରୀ)
(ପୁରୁଷଙ୍କୁ ଦିଆଯିବା ଗାଳି) ଯେଉଁ ବ୍ୟକ୍ତି ସବୁବେଳେ ମୁହଁ ଫୁଲାଇ ବିରସମୁହାଁ ହୋଇଥାଏ — (term of abuse applicable to males) A person always assuming a scowling face.