Jump to content

ଚିତଉ ଅମାବାସ୍ୟା

ଉଇକିଅଭିଧାନ‌ରୁ

ଚିତଉ ଅମାବାସ୍ୟା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରକ ଓ ଅମାବାସ୍ୟା)

[ସମ୍ପାଦନା]

ଶ୍ରାବଣମାସର ଅମାବାସ୍ୟା — The Amābāsyā or newmoon of the month of Ṡrābaṇa in which chitau cakes are offered to the Deities.

[ଦ୍ରଷ୍ଟବ୍ୟ —ଏ ଦିନ ଶ୍ରୀ ଜଗନ୍ନାଥଙ୍କର ଚିତାଲାଗି ହୁଏ ଓ ଚିତଉ ପିଠା ଭୋଗ ହୁଏ; ଏ ଦେଶର ହିନ୍ଦୁ ଗୃହସ୍ଥାମାନେ ମଧ୍ୟ ଚିତଉ ପିଠା କରି ଦେବଦେବୀଙ୍କୁ ଭୋଗ ଦେଇ ଏ ଉତ୍ସବ ପାଳନ କରନ୍ତି]