ଚିତଉ ଖିଆ
ଗର୍ଭବତୀକୁ ସପ୍ତମ ମାସରେ ଦିଆଯିବା ସାଧ; ଗର୍ଭବତୀର ସାଧଖିଆ ପାଇଁ ପିତ୍ରାଳୟରୁ ଓ ବନ୍ଧୁମାନଙ୍କ ଘରୁ ପଠାଯିବା ଚିତଉ ପିଠାର ସାମଗ୍ରୀ ଓ ମିଷ୍ଟାନ୍ନାଦି — Sweetmeats and victnals sent on the occasion of the ୭th month of pregnancy of a relative.