ଚିତଉ ଚିଙ୍ଗୁଡ଼ି
ଦେଖଣା
ଚିତଉ ଚିଙ୍ଗୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିତଉ ଚିଙ୍ଗୁଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଅତି କ୍ଷୁଦ୍ର ଚିଙ୍ଗୁଡ଼ି ମାଛ; ଗିନେଇ ଚୂଙ୍ଗୁଡ଼ି —A very minute shrimp.
[ଦ୍ରଷ୍ଟବ୍ୟ —କନିକା ଓ କୁଜଙ୍ଗର ସମୂଦ୍ରନିକଟସ୍ଥ ନଦୀ ଓ ବିଲରେ ଏମାନେ ମିଳନ୍ତି ଲୋକେ ଏମାନଙ୍କୁ ପାଣିରୁ ଛାଣିଆଣି ଏକତ୍ରକରି ଅଥାରରେ ବସାଇ ପିଠା ପରି ସିଝାଇ ଖାଆନ୍ତି]