Jump to content

ଚିତଳ

ଉଇକିଅଭିଧାନ‌ରୁ

ଚିତଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରଫଳ)

[ସମ୍ପାଦନା]

ଫଳଜାତୀୟ ବୃହଦାକାର ମତ୍ସ୍ୟ— ବିଶେଷ —A large sweet-water fish; Notopteris Chitala.

[ ଦ୍ର—ଏମାନଙ୍କ ମୁଣ୍ଡ କୁମ୍ପି ମୁହଁ ପରି ଗୋଜିଆ; ଦେହ ଚେପଟା; ଏମାନେ ଫଳଠାରୁ ବଡ଼; ଦୀର୍ଘରେ ୩ ହାତ ଓ ଚଉଡ଼ାରେ ୧୪: ହାତ ପର୍ଯ୍ୟନ୍ତ ବଢନ୍ତି; ଦେହରେ କାତି ଅଛି ଏମାନେ ଗଭୀର ଜଳାଶୟ ମଧ୍ୟରେ ବିବଭ କରି ତହିଁରେ ରହନ୍ତି ଓ ଡିମ୍ୱ ଦିଅନ୍ତି ଏମାନଙ୍କ ଡ଼ିମ୍ୱ ଭାତ ପରି ବଡ଼ ବଡ଼ ଦାନା ବିଶିଷ୍ଟ ବଡ଼— ବଡ଼ ଚିତଳ ମାଛ ପଟେ ଲେଖାଏଁ କବାଟ ପରି ଲମ୍ୱା ଓ ଚଉଡ଼ା ଥିବାର ଦେଖାଯାଇ ଅଛି