ଚିତାକୁଟିବା
ଦେଖଣା
ଚିତାକୁଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିତାକୁଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ଦେହରେ ଛୁଞ୍ଚି ଓ କଳାଦ୍ୱାରା ନାନାବିଧ ସ୍ଥାୟୀ ଚିତ୍ର ଅଙ୍କନ କରିବା — To tattoo the body of a person.
[ଦ୍ରଷ୍ଟବ୍ୟ —ଆମଦେଶରେ ସ୍ତ୍ରୀଲୋକେ ଓ ଅନ୍ୟ ଦେଶରେ କେତେକ ସ୍ତ୍ରୀ ଓ ପୁରୁଷ ଉଭୟ ଶରୀରର ବିଭିନ୍ନ ଅଙ୍ଗରେ ନାନା ଚିତ୍ର (ବୃକ୍ଷ, ଲତା, ଦେବତା, ଅଳଙ୍କାର, ଜୀବ, ପତ୍ର ଇତ୍ୟାଦି) ସ୍ଥାୟୀଭାବରେ ଅଙ୍କିତ କରାନ୍ତି ସାଧାରଣତଃ କେଲୁଣୀମାନେ ଚିତା କୁଟନ୍ତି; ପ୍ରଥମେ ପାଣିଆଁ କଳା ବା କାଳୀରେ ଗୋଟିଏ ଚିତ୍ର ଆଙ୍କି ଦେଇ ସେହି ଅଙ୍କିତ ରେଖାମାନଙ୍କରରେ ଛୁଞ୍ଚିମୁନ ଫୁଟାଇ ଫୁଟାଇ ଘଆ କରନ୍ତି ଉକ୍ତ ଘାଆ ଶୁଖି ଚତୋପା ଛାଡ଼ିଗଲେ ସେ ଚିହ୍ନଟି ଆଜୀବନ ଶରୀରରେ ରହିଯାଏ ଅସଭ୍ୟ ଜାତୀମାନେ ଚିତା କୁଟାଇ ଶରୀରକୁ ଅତ୍ୟନ୍ତ କଦାକାର କରି ପକାନ୍ତି ଏବେ ପାଶ୍ଚାତ୍ୟ ମାନଙ୍କର ଦେଖାଦେଖି ଏ ଦେଶରେ କେହି କେହି ସଉକିରେ ନିଜନିଜର ପ୍ରେମିକପ୍ରେମିକାଙ୍କ ନାମକୁ ଦେହରେ ଚିତା ଆକାରରେ କୁଟାଇଥିବା ଦେଖାଯାଏ]