Jump to content

ଚିତାରୋହଣ

ଉଇକିଅଭିଧାନ‌ରୁ

ଚିତାରୋହଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (୭ମୀ ତତ୍; ଚିତା+ଆରୋହଣ)

[ସମ୍ପାଦନା]

ମୃତସ୍ୱାମୀଙ୍କ ଶବ ସଙ୍ଗେ ପୋଡ଼ି ହୋଇ ପ୍ରାଣତ୍ୟାଗ କରିବା ସକାଶେ ସତୀମାନଙ୍କର ମୃତ ସ୍ୱାମୀର ଜଳନ୍ତା ଚିତାଗ୍ନି ଉପରେ ଚଢ଼ିବା; ସହମରଣ ପ୍ରଥା —The obesolete custom of women ascending the funeral pyre of their late husbands and thus being burnt to ashes with their husbands' corpse.