Jump to content

ଚିତାସାଧନ

ଉଇକିଅଭିଧାନ‌ରୁ

ଚିତାସାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଚିତା+ସାଧନ)

[ସମ୍ପାଦନା]

ଚତୁର୍ଦ୍ଦର୍ଶୀ ବା ଅଷ୍ଟମୀ ରାତ୍ରୀ ଦେଢ଼ପ୍ରହର ଅତୀତ ହେବା ପରେ ଶ୍ମଶାନରେ ଚିତାଭସ୍ମ ଉପରେ ବସି ଇଷ୍ଟମନ୍ତ୍ର ଜପ— ପୂର୍ବକ ତାନ୍ତ୍ରୀକ ସାଧନାବିଶେଷ (ହିନ୍ଦୀ - ଶବ୍ଦସାଗର) — A tantric rite consisting of counting one's particular formula in the cremation-ground at dead of night on certain days of the lunnar fortnight.