ଚିତା କରିବା
ଚିତା କାଟିବା, ଚିତା ଘିନିବା, ଚିତା ଘେନିବା, ଚିତା ଦେବା, ଚିତାଲାଇବାଅନ୍ୟରୂପ
ସ୍ନାନ ପରେ କପାଳାଦିରେ ଚନ୍ଦନ ଓ ତିଳକାଦି ଲଗାଇବା — To put sandal-paste or other mark on the fore head and body after bathing.