Jump to content

ଚିତା କାଟିବା

ଉଇକିଅଭିଧାନ‌ରୁ

ଚିତା କାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କପାଳରେ ଲମ୍ୱ ବା ଠିଆ ବାଗରେ ତିଳକ ବା ଚନ୍ଦନର ଚିତ୍ର ଅଙ୍କନ କରିବା — ୧. To draw lines on the forehead with sandal paste etc.


କଳିଯୁଗର ଦ୍ୱିଜ ନ ପଢ଼ିଣ ବେଦ ଚିତା କାଟି ଚାଲିବେ ବହିଣ ପ୍ରମୋଦ—କୃଷ୍ଣସିଂହ. ମହାଭାରତ. ଶାନ୍ତି

୨. ଠକିବା; ଧପ୍ପା ମାରିବା — ୨. To cheat; to hoodwink.

(ଯଥା—ସେ ମୋତେ ଜିନିଷର ଦାମ୍ ନ ଦେଇ ଦବ ଦବ ବୋଲି କହି ଚିତା କାଟି ଚାଲି ଗଲା)