ଚିତା ଦେବା
ଦେଖଣା
ଚିତା ଦେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଘରର କବାଟ, କାନ୍ଥ ଓ ତଳରେ ଚୂନ ଓ ଚାଉଳ ପିଠଉଦ୍ୱାରା ଚିତ୍ର ଅଙ୍କନ କରିବା — ୧. To draw finger on the wall, door and floor with rice-paste or lime.
- ୨. ଧପ୍ପା ମାରିବା; ଠକିବା — ୨. To hood wink; to cheat.
ଗୋଟିଏ ଲୁହାକଣ୍ଟାରେ ସିନ୍ଧୁକଟା ଫିଟାଇ ପକାଇ ଆଚ୍ଛା କରି ଚିତା ଦେବି—ଫକୀରମୋହନ. ଗଳ୍ପସ୍ୱଳ୍ପ