ଚିତା ପେଡ଼ି
ଦେଖଣା
ଚିତା ପେଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିତା ପେଡ଼ି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର+ପୀଠ)
[ସମ୍ପାଦନା]- ୧. ଚନ୍ଦନପେଡ଼ି; ତିଳକପେଡ଼ି; ଯେଉଁ ପଥରଖଣ୍ଡ ଉପରେ ଚନ୍ଦନ ବା ତିଳକ ଘୋରା ଯାଏ — ୪. A slab of stone on which sandal wood is reduced to paste by rubbing.
ଚିତାପେଡ଼ି ନିନ୍ଦଇ ଛାତିର ବିଶାଳ—କୃଷ୍ଣସିଂହ. ମହାଭାରତ. ବିରାଟ
- ୨. ପୂଜାପେଡ଼ି; ଯେଉଁ ବାକ୍ସ ବା ପେଡ଼ିରେ ଚିତା ଘେନିବା ସରଞ୍ଜାମ (ଚନ୍ଦନକାଠ, ଚନ୍ଦନପେଡ଼ି, ଦର୍ପଣ ଇତ୍ୟାଦି) ରଖାଯାଏ —୨. A box in which the requisites for painting Tiḻaka or sandal-paste are kept.