ଚିତା ରନ୍ଦା
କାଠକୁ ପାଲିସ୍ କରିବା ନିମନ୍ତେ ବ୍ୟବହୃତ ଶସ୍ତ୍ରବିଶେଷ; ଛୋଟରନ୍ଦା — A carpenter's small plane which leaves minute furrows on the wood.
[ଦ୍ରଷ୍ଟବ୍ୟ —ଏ ରନ୍ଦାର ଫଳକରେ ପାନିଆ ପରି ଅତି କ୍ଷଦ୍ର କ୍ଷୁଦ୍ର ଦାନ୍ତ ଥାଏ]