Jump to content

ଚିତିପାଟି

ଉଇକିଅଭିଧାନ‌ରୁ

ଚିତିପାଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉରା ସୁନ୍ଦର ଦିଶିବା ପାଇଁ ଉରାତଳେ ଲଗାଯିବା କାରୁକାର୍ଯ୍ୟବିଶିଷ୍ଟ କାଠପଟା —A plank worked with various designs and put on the lower face of a cross-beam in a thatched house.