Jump to content

ଚିତିରା

ଉଇକିଅଭିଧାନ‌ରୁ

ଚିତିରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଗ୍ରାମ୍ୟ - (ଇତର) ବିଶେଷଣ - (ସଂସ୍କୃତ - ଚିତ୍ରିତ)

[ସମ୍ପାଦନା]
୧. ଚିତ୍ରିତ — ୧. Painted.
୨. ନାନା ବର୍ଣ୍ଣରେ ଚିତ୍ରିତ — ୨. Multicoloured; mottled.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚିତ୍ରାନନ୍ଦର ଡାକନାମ — Name for calling Chiṭrānanda.