ଚିତି ବ୍ୟବହାର
ଦେଖଣା
ଚିତି ବ୍ୟବହାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଚିତିଜ୍ଞାପକ ବ୍ୟବହାର)
[ସମ୍ପାଦନା]- ୧. କାନ୍ଥରେ କେତେ ଇଟା ବା ପଥର ଲାଗିବ ଏହା ସ୍ଥିର କରିବା ପାଇଁ ଗଣନା ବିଶେଷ (ହିନ୍ଦୀ - ଶବ୍ଦସାଗର) — ୧. The mathematical calculation for finding out the number of bucks or stones for a wall or house.
[ ଦ୍ର—ଲୀଳାବତୀର ସୂତ୍ର ଅନୁସାରେ କାନ୍ଥର ଘନଫଳକୁ ପ୍ରତ୍ୟେକ ଇଟା ବା ପଥରର ଘନଫଳ ସଙ୍ଗେ ହରଣ କଲେ ଇଟା ବା ଯଥରର ସଂଖ୍ୟା ଧରା ପଡ଼େ]
- ୨. ଇଷ୍ଟକରାଶି ବା ତୃଣସ୍ତୁପର ଘନଫଳ ବାହାର କରିବାର ନିୟମ (ଜ୍ଞାନେନ୍ଦ୍ର) —୨. The rule for finding out the cubical contents of a heap of bricks of hay mass.
- ୩. ଗୋଟିଏ ସ୍ତୁପର ଘନଫଳ ନିରୂପଣ —୩. Calculation of the cubic measure of a pile (M.W.)