Jump to content

ଚିତି ମାରିବା

ଉଇକିଅଭିଧାନ‌ରୁ

ଚିତି ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦରମରା ବା ବଉଳି ଯାଇଥିବା ମାଛ— ମାନେ ପେଟପାଖ ଉପରକୁ ଦେଖାଇ ଜଳରେ ଭାସିବା; (ମାଛ) ଚିତେଇବା — ୧. (fishes exhausted or dying) To float or swim on water bellies turned upside or by displaying the flat sides.

ଅନୁବାଦ

[ସମ୍ପାଦନା]
୨. ଗାମୁଛା ବା ଲୁଗା ଅତିରିକ୍ତ ସମୟ ଓଦା ରହିବାରୁ ତହିଁରେ ଧଳାକଳା ଛଉ ଭଳି ଦାଗ ହୋଇଯିବା —୨. (cloth) To be soiled with black or white spots (due to being kept wet for a long time).
୩. ମଲ୍ଲମାନେ ଶୂନ୍ୟକୁ ଲମ୍ପ ଦେଇ ଚିରା ମାରି ଚିତ୍ ହେବା; ମାକଡ଼ଚିତି ମାରିବା —୩. (athlets) To come down with the back to the ground after making a dexterous a dexterous jump into the air