Jump to content

ଚିତି ସାପ

ଉଇକିଅଭିଧାନ‌ରୁ

ଚିତି ସାପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରସର୍ପ; ଚିତ୍ରାଙ୍ଗ)

[ସମ୍ପାଦନା]

ବୋଡ଼ାଜାତୀୟ ଏକପ୍ରକାର ସାପ —A kind of hoodless snake with circular marks on the body.

[ ଦ୍ର—ଏମାନେ ହାତେ ପର୍ଯ୍ୟନ୍ତ ଲମ୍ୱ ହୁଅନ୍ତି ଏମାନଙ୍କ ଦେହ ଖଇରାରଙ୍ଗ; ଦେହରେ ସାଧା ଦାଗମାନ ଥାଏ ଏମାନେ ଘରର ଚାଳରେ ଓ କାନ୍ଥ ଉପରେ ଥାଆନ୍ତି; ଏମାନଙ୍କର ଫଣା ନାହିଁ]