Jump to content

ଚିତ୍ତକର୍ଷକ

ଉଇକିଅଭିଧାନ‌ରୁ

ଚିତ୍ତକର୍ଷକ

ଉଚ୍ଚାରଣ

[ସମ୍ପାଦନା]
(ଚିତ୍ତାକର୍ଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଉପପଦ ତତ୍ପୁରୁଷ; ଚିତ୍ତକୁ ଆକର୍ଷଣ କରେ ଯେ; ଚିତ୍ତ+ଆକର୍ଷକ)

[ସମ୍ପାଦନା]

ହୃଦୟ ମୋହକର —Enchanting; charming; fascinating; attractive.