ଚିତ୍ତକୁ ଆଣିବା
ଦେଖଣା
ଚିତ୍ତକୁ ଆଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିତ୍ତକୁ ଆଣିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମନରେ ଧରିବା; କୌଣସି କଥା ପାଇଁ ଦୁଃଖିତ ହେବା —୧. To grieve for
ଖଳଭାଷିତକୁ ସରସଚିତ୍ତକୁ ଆଣିବୁ ନାହିଁ ନବୀନା—କବିସୂର୍ଯ୍ୟ. ସଙ୍ଗୀତ
- ୨. ବିଚାର କରିବା; ବିବେଚନା କରିବା — ୨. To take into consideration.