ଚିତ୍ତଚାଞ୍ଚଲ୍ୟ
ଦେଖଣା
ଚିତ୍ତଚାଞ୍ଚଲ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚିତ୍ତ+ଚାଞ୍ଚଲ୍ୟ)
[ସମ୍ପାଦନା]- ୧. ମାନସିକ ଉଦ୍ୱେଗ — ୧. Anxiety; mental disturbance.
- ୨. ମତିଭ୍ରମ; ଉନ୍ମାଦ; ପାଗଳାମି —୨. Derangement of mind; loss of mental faculty; madness;
- ୩. ମନୋଭାବର ଅସ୍ଥିରତା; ଅବ୍ୟବସ୍ଥିତଚିତ୍ତତା — ୩. Fickleness of mind.
- ୪. କିଂକର୍ତ୍ତବ୍ୟବିମୂଢ଼ତା —୪. Bewilderment.
- ୫. ସ୍କୃତିଶକ୍ତିର ଲୋପ —୫. Loss of memory.
- ୬. ଏକ ବିଷୟ ଆଲୋଚନା ସମୟରେ ବିଷୟାନ୍ତର ପ୍ରତି ମନର ଗତି —୬. A bsence of mind; inattention.