Jump to content

ଚିତ୍ତବୃତ୍ତି

ଉଇକିଅଭିଧାନ‌ରୁ

ଚିତ୍ତବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ଚିତ୍ତ+ବୃତ୍ତ)

[ସମ୍ପାଦନା]

ମନୋବୃତ୍ତି; (ମନର ଧର୍ମ); ଚିନ୍ତା— ଶକ୍ତି —Mental facultie; emotion; feeling.

[ ଦ୍ର—ଯୋଗଶାସ୍ତ୍ରରେ ଚିତ୍ତବୃତ୍ତ ୫ ପ୍ରକାରର:—ପ୍ରମାଣ, ବିପର୍ଯ୍ୟୟ, ବିକଳ୍ପ, ନିଦ୍ରା ଓ ସ୍କୃତି ଏ ପ୍ରତି ପ୍ରକାରରେ କ୍ଳିଷ୍ଟ ଓ ଅକ୍ଳିଷ୍ଟ ଏପରି ଦୁଇ ଭେଦ ଅଛି ଅବିଦ୍ୟା ଆଦି କ୍ଳେଶହେତୁକ ବୃତ୍ତ କ୍ଳିଷ୍ଟ ଓ ଏହା ଛଡ଼ା ଅନ୍ୟ ବୃତ୍ତ ଅକ୍ଳିଷ୍ଟ (ହିନ୍ଦୀ - ଶବ୍ଦସାଗର) ମତାନ୍ତରରେ କରୁଣା, ମୃଦିତା, ମୈତ୍ରୀ ଓ ଉପେକ୍ଷା ଏହି ୪ଟି ଚିତ୍ତବୃତ୍ତ ଅଟେ—ପ୍ରକୃତିବାଦ]