ଚିତ୍ତରଞନ
ଦେଖଣା
ଚିତ୍ତରଞନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚିତ୍ତ+ରଞନ)
[ସମ୍ପାଦନା]ଅନ୍ୟର ମନକୁ ତୃପ୍ତ କରିବା — Satisfying or giving satisfaction to another; pleasing a person; enchantment.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — Name given to males.
(ଚିତ୍ତରଞନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯେ ମନକୁ ହରଣ କରେ ବା ମନରେ ପ୍ରୀତି ଉତ୍ପାଦନ କରେ; ମନୋମୋହନ — entapturing; enchanting; charming.