ଚିତ୍ତରଞନ ଦାସ
ଦେଖଣା
ଚିତ୍ତରଞନ ଦାସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗର ଅସହଯୋଗ ଆନ୍ଦୋଳନର ନେତା — The late C. R. Das of Bengal.
[ ଦ୍ର—ଏ ମହାପୁରୁଷ ୧୮୭: ମସିହା ନଭେମ୍ୱର ମାସରେ ଜନ୍ମଗ୍ରହଣ କରି ୧୯୨୫: ମସିହା ଜୁନ ମାସ ୧୬: ତିରିଖରେ ଇହଧାମ ତ୍ୟାଗ କଲେ ଏ ବାରିଷ୍ଟରି କରୁଥିରେ, କିନ୍ତୁ ପରେ ବ୍ୟବସାୟ ତ୍ୟାଗ କରି ସମସ୍ତ ସମ୍ପତ୍ତି ଦେଶର ସେବାପାଇଁ ଦାନ କଲେ]