Jump to content

ଚିତ୍ତଶୁଦ୍ଧି

ଉଇକିଅଭିଧାନ‌ରୁ

ଚିତ୍ତଶୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚିତ୍ତ+ଶୁଦ୍ଧି)

[ସମ୍ପାଦନା]

ମନର ନିର୍ମଳତା; ମନର ପବିତ୍ରତା — Purity of mind.