Jump to content

ଚିତ୍ତହାରକ

ଉଇକିଅଭିଧାନ‌ରୁ

ଚିତ୍ତହାରକ

ଉଚ୍ଚାରଣ

[ସମ୍ପାଦନା]
(ଚିତ୍ତହାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଚିତ୍ତ+ହୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଚିତ୍ତହାରୀ; ଯାହା ମନଗୁ ଲୋଭାଏ — Fascinating; enchanting; charming.