ଚିତ୍ତେ ଆସିବା
ମନକୁ ଆସିବା; ବୋଧ ହେବା; ଜଣାଯିବା —To seem; to appear.
ଗତି ଦେଖି ଚିତ୍ତେ ଆସଇ, ସାଗି—ଲହରୀ ପରେ, ଦଉଡ଼ିଲେ ବେନି, ନ ଲାରବ ପାଣି ମୂଳୁ ପୟରେ—ରାଧାନାଥ, ଭଷା