Jump to content

ଚିତ୍ତୋଇବା

ଉଇକିଅଭିଧାନ‌ରୁ

ଚିତ୍ତୋଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚିତ୍ତ)

[ସମ୍ପାଦନା]
୧. ସ୍ମରଣ କରିବା — ୧. To remember.

ନଖଦନ୍ତଘାତ ଏବେ ଚିତ୍ତୋଇଲା ପରାୟେ ମନକୁ ଆସେ କୃଷ୍ଣସିଂହ. ମହାଭାରତ ବନ

୨. ମନେକରାଇଦେବା; ଅନ୍ୟର ମନରେ ସ୍କୃତିର ଉଦ୍ରେକ କରିବା; ଚେତାଇବା —୨. To remind
୩. ସାବଧାନ କରିବା —୩. To caution,