Jump to content

ଚିତ୍ତୋନ୍ନତି

ଉଇକିଅଭିଧାନ‌ରୁ

ଚିତ୍ତୋନ୍ନତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚିତ୍ତ+ଉନ୍ନତି)

[ସମ୍ପାଦନା]
୧. ହୃଦୟର ଉନ୍ନତ ଅବସ୍ଥା — ୧. Mental improvement.
୨. ଗର୍ବ —୨. Pride.
୩. ଆତ୍ମାଗର୍ବ —୩. Self esteem.