ଚିତ୍ରଂ ଦେବାନାଂ ଦେବା
ଦେଖଣା
ଚିତ୍ରଂ ଦେବାନାଂ ଦେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଠକିବା — To cheat.
(ଯଥା—ସେ ମୋତେ ଚିତ୍ରଂ ଦେବାନାଂ ଦେଇ ଚାଲିଗଲା)
[ ଦ୍ର—ଚିତ୍ରଂ ଦେବାନାଂ ଉଦଗାଦନୀକଂ ଗୋଟିଏ ବୈଦିକ ମନ୍ତ୍ର ଆଦ୍ୟ ଅଂଶ; ବ୍ରାହ୍ମଣମାନେ ଦୈନିକ ସନ୍ଧ୍ୟା ବନ୍ଦନା କଲା— ବେଳେ ଗାୟତ୍ରୀ ଜପିବା ପୂର୍ବରୁ ଏ ମନ୍ତ୍ର ଉଚ୍ଚାରଣ କରନ୍ତି ଏହିପରି ଭିନ୍ନଭିନ୍ନ ମନ୍ତ୍ରର ଅଂଶକୁ ଲୋକେ ନାନା ଅର୍ଥରେ କଥା— ବାର୍ତ୍ତା ଉପଲକ୍ଷରେ ଲଗାନ୍ତି, ଯଥା ଗୋଟାକେତେ 'ଉର୍କୃଂ ବହନ୍ତି' ଦେବା; 'ଅତର ପିତର' କରିବା]