Jump to content

ଚିତ୍ରକର୍ମା

ଉଇକିଅଭିଧାନ‌ରୁ

ଚିତ୍ରକର୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚିତ୍ର+କର୍ମନ୍;୧ମା ୧ବ)

[ସମ୍ପାଦନା]
୧. ଚିତ୍ରକାର — ୧. Painter.
୨. ତିନିଷ ବୃକ୍ଷ (ହିନ୍ଦୀ - ଶବ୍ଦସାଗର) ଦେଖ —୨. Tiniṡa tree (See)
୩. ବିଚିତ୍ର କର୍ମ କରିବା ବ୍ୟକ୍ତି —୩. A performer of wonderful works.