Jump to content

ଚିତ୍ରକାରୀ

ଉଇକିଅଭିଧାନ‌ରୁ

ଚିତ୍ରକାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚିତ୍ରକାର+ଈ)

[ସମ୍ପାଦନା]
୧. ଚିତ୍ରକଳା — ୧. The art of painting.
୨. ଚିତ୍ର ତିଆରି କରିବା ବ୍ୟବସାୟ (ହିନ୍ଦୀ - ଶବ୍ଦସାଗର) — ୨. The profession of a painter.