ଚିତ୍ରକୂଟ
ଦେଖଣା
ଚିତ୍ରକୂଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି (ନାମ) ବହୁବ୍ରୀବହି; ଚିତ୍ର=ଆଶ୍ଚର୍ଯ୍ୟଜନକ+ କୂଟ=ଶୃଙ୍ଗ)
[ସମ୍ପାଦନା]- ୧. ରାମଗିରି ପର୍ବତ; ରାମଚନ୍ଦ୍ର ବନବାସ ସମୟରେ ଏହି ପର୍ବତରେ କିଛି ଦିନ ବାସକରି ରହିଥିଲେ ବୁନ୍ଦେଲଖଣ୍ଡ ପ୍ରଦେଶସ୍ଥ ପ୍ରସିଦ୍ଧ କାମ୍ତା ପାହାଡ଼; ଏହା ବାନ୍ଦା ନଗରଠାରୁ ୨୫: କ୍ରୋଶ ଦକ୍ଷିଶ ପୂର୍ବରେ ଅବସ୍ଥିତ —A mountain in Bundelkhaṇḍa now called Comptch<? ?>, about ୧୫ miles from the town of Bāndā
- ୨. ଚିତୋର (ଦେଖ) - —୨. Chitora (See)
(ଶିଳାଲେଖରେ ଚିତୋରର ଏହି ନାମ ମିଳେ
- ୩. ହିମାଳୟର ଶୃଙ୍ଗବିଶେଷ (ହିନ୍ଦୀ - ଶବ୍ଦସାଗର) — ୩. Name of a peak of the Himālayas.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆଶ୍ଚର୍ଯ୍ୟ; କପଟ —Wonderful; hypocricy.
ବିରକ୍ତ ଚତ୍ରକୂଟରେ ବିହରେ ଚିତ୍ର କୂଟରେ କଟକକୁ ତେନି କଟକ କରେ ସେ ଭଞ୍ଜ. ବୈଦେହୀଶବିଳାସ