Jump to content

ଚିତ୍ରକେତୁ

ଉଇକିଅଭିଧାନ‌ରୁ

ଚିତ୍ରକେତୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ଲକ୍ଷ୍ମଣଙ୍କ ଦୁଇ ପୁତ୍ର ମଧ୍ୟରୁ ଏକ ପୁତ୍ର —୧. The name of a son of Lakshmaṇa.

ଅଙ୍ଗଦ ଚିତ୍ରକେତୁ ଦୁଇ ଲକ୍ଷ୍ମଣ ବୀର୍ଯ୍ୟ ଜାତି ହୋଇ—ଜଗନ୍ନଥ. ଭାଗବତ

୨. ଗରୁଡ଼ର ଏକ ପୁତ୍ର — ୨. Name of a son of Garuṟḍ̠a.
୩. ଶୂରସେନ ଦେଶର ଏକ ରାଜା (ଭାଗବତ) ୩. Name of a king of Ṡūrasena country.