Jump to content

ଚିତ୍ରଗୁପ୍ତ

ଉଇକିଅଭିଧାନ‌ରୁ

ଚିତ୍ରଗୁପ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - (ନାମ) (ଚିତ୍ର=ଲେଖନ+ଗୁପ୍ତ=ଯେ ରକ୍ଷା କରେ)

[ସମ୍ପାଦନା]
୧. ଚତୁର୍ଦ୍ଦଶ ଯମଙ୍କ ମଧ୍ୟରୁ ଏକତମ — ୧. One of the ୧୪ j̄amas of the Hindus; said to be the notary public or recorder of the acts of every human being.
୨. ଯମଙ୍କ ପାଞ୍ଜିଆ — ୨. Record keeper of the Hindus God of death.

[ଦ୍ରଷ୍ଟବ୍ୟ —ଯମଙ୍କ ପାଞ୍ଜି ଏହାଙ୍କ ଜିମାରେ ଥାଏ ପ୍ରତ୍ୟେକ ଜୀବିତ ମନୂଷ୍ୟର ପାପପୁଣ୍ୟର ତାଲିକା ଏ ଲେଖି ରଖୁଥାଆନ୍ତି ଓ ମନୁଷ୍ୟ ମଲା ପରେ ଯେତେବେଳେ ଯମଦୁତମାରେ ମନୁଷ୍ୟଙ୍କୁ ନେଇ ଯମହ୍କ ପାଖରେ ଦଣ୍ଡ ବା ପୁରସ୍କାର ଶେଷ ବିଚାର ନମନ୍ତେ ହାଜର କରନ୍ତି ସେତେବେଳେ ଚିତ୍ରଗୁପ୍ତ ପାଞି ଫିଟାଇ ମନୁଷ୍ୟର ପାପ ପୁଣ୍ୟର ତିଲିକା ଯମରାଜାଙ୍କୁ ଜଣାନ୍ତି ଭବିଷ୍ୟତ୍ପୁରାଣ ଓ ଗରୁଡ଼ପୁରାଣରେ ଲେଖାଅଛି ଯେ. ହାତରେ କଲମ ଦୁଆତ ଧରି ଏକ ବିଚିତ୍ରବର୍ଣ୍ଣ ପୁରୁଷ ବ୍ରହ୍ମାଙ୍କଠାରୁ ଜାତ ହେଲେ ଭଟ୍ଟ, ନାଗର, ସେନକ, କୌଡ, ଶ୍ରୀବାସ୍ତବ, ମାଥୁର, ଅହିଷ୍ଟାନ, ଶୈକସେନ ଓ ଅମ୍ୱଷ୍ଟ ନାମରେ ଏହାଙ୍କ ୯ ପୁତ୍ର ହେଲେ ଚିତ୍ରଗୁପ୍ତହିଁ କାୟସ୍ଥମାନଙ୍କ ଆଦିପୁରୁଷ ଅଟନ୍ତି—ହି, ଶବ୍ଦସାଗର]