Jump to content

ଚିତ୍ରଣୀ

ଉଇକିଅଭିଧାନ‌ରୁ

ଚିତ୍ରଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

କାମଶାସ୍ତ୍ରୋକ୍ତ ଚାରିଜାତି ସ୍ତ୍ରୀ ମଧ୍ୟରୁ ଏକତମା (୨ୟ ଶ୍ରେଣୀ) —One of the ୪ classes of femeles as classified in the Hindu Ṡāstras.


[ଦ୍ରଷ୍ଟବ୍ୟ -ହିନ୍ଦୁଗ୍ରନ୍ଥମାନଙ୍କରେ ବର୍ଣିତ ସ୍ତ୍ରୀ ମାନଙ୍କର ୪ଶ୍ରେଣୀ (ପଦ୍ମିନୀ, ଚିତ୍ରଣୀ, ଶଙ୍ଗିନୀ, ହସ୍ତିନୀ) ମଧ୍ୟରୁ ଚିତ୍ରିଣୀ ୨ୟ ଶ୍ରେଣୀର ଏହାର ଆକାର ନାତିଦୀର୍ଘ ନାତିକ୍ଷୁଦ୍ର, ନାକ ତିଳଫୁଲ ପରି, ନେତ୍ର ପଦ୍ମଦଳ ପରି, ମୁଖ ତିଳଚିତ୍ରିତ ଏ ବିବିଧ କଳା ଓ ଶୃଙ୍ଗାରଚେଷ୍ଟାରେ ନିପୁଣୀ; ଏ ଜାତୀୟା ସ୍ତ୍ରୀର ମୃଗଜାତୀୟ ପୁରୁଷ ସ୍ୱାମୀ ହେବା ଉପଯୁକ୍ତ—ହିନ୍ଦୀ - ଶବ୍ଦସାଗର]