ଚିତ୍ରପାଟୀ
ଘରର ଦୈର୍ଘ୍ୟରୁ ଗର୍ଭ କଟିଗଲେ ଅବଶିଷ୍ଟ ଯେଉଁ ଅଂଶ ରହେ —The difference between the whole length and the inside measurement of a house.
[ଦ୍ରଷ୍ଟବ୍ୟ —ଘରର ଦୈର୍ଘ୍ୟ ୧୭: —୭ଗର୍ଭ=୧ ଚିତ୍ରପାଟୀ ଲମ୍ୱ— ଜଗବନ୍ଧୁ. ପ୍ରାଚୀନ ଉତ୍କଳ]