Jump to content

ଚିତ୍ରବାଡ଼ି

ଉଇକିଅଭିଧାନ‌ରୁ

ଚିତ୍ରବାଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପିଲାମାନଙ୍କ ଖେଳିବାରେ ବ୍ୟବହୃତ ଚିତ୍ର କରାଯାଇ ଥିବା ଯଷ୍ଟି —A painted stick used by children.

କଳି ବିରାଡି ରାଡ଼ିଗଡି, ପକାଇବି ଚିତ୍ରବାଡ଼ି, ପଳାଇବୁ ରାଇଜ ଛାଡ଼ି ଶିଶୁ ଗୀତ