ଚିତ୍ରଭାନୁ
ଦେଖଣା
ଚିତ୍ରଭାନୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ)
[ସମ୍ପାଦନା]- ୧. ଅଗ୍ନି —୧. Fire.
- ୨. ସୂର୍ଯ୍ୟ —୨. The sun.
- ୩. ଅଶ୍ୱନୀକୁମାର ଦ୍ୱୟ —୩. The twin sons of Aswini; the Heavenly physicians.
- ୪. ଚିତାପାରୁ ଗଛ —୪. The Leadwort shrub.
- ୫. ଭୈରବ; ଶିବ —୫. The god Siba.
- ୬. ଅର୍ଜୁନପତ୍ନୀ ଚିତ୍ରାଙ୍ଗଦାଙ୍କ ପିତା; ମଣିପୁରର ରାଜା; ବଭ୍ରୁବାହନଙ୍କ ମାତାମହ —୬. The father of Arjuna's wife Chitrāṇgadā
- ୭. ଅର୍କଗୁଳ୍ମ (ହିନ୍ଦୀ - ଶବ୍ଦସାଗର) — ୭. The swallow wort plant.