ଚିତ୍ରମଦ
ନାଟକ ଓ ଉପନ୍ୟାସରେ କୌଣସି ସ୍ତ୍ରୀର ଆପଣାର ଅନୁପସ୍ଥିତ ପତି ବା ପ୍ରେମିକାର ଚିତ୍ର ଦେଖି ବିରହୋତ୍କଣ୍ଠା ପ୍ରକାଶ କରିବା (ହିନ୍ଦୀ - ଶବ୍ଦସାଗର) — The manifestation of pathatic feeling by a woman on seeing the picture of her absent husband or lover.