ଚିତ୍ରଯୋଗ
୬୪: କଳା ମଧ୍ୟରୁ ଏକ; ବୁଢାକୁ ଯୁବକ ବା ଯୁବକକୁ ବୃଦ୍ଧ ଓ ନପୁଂସକ କରିଦେବା ବିଦ୍ୟା— (ହ୍. ଶବ୍ଦସାଗର) The art of turning an old man into a young man and viceversa.