Jump to content

ଚିତ୍ରଯୋଧୀ

ଉଇକିଅଭିଧାନ‌ରୁ

ଚିତ୍ରଯୋଧୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚିତ୍ର+ଯୁଧ୍+କର୍ତ୍ତୃ. ଇନ୍)

[ସମ୍ପାଦନା]
୧. ଅର୍ଜୁନ — ୧. A name of Arjuna.
୨. ଅର୍ଜୁନବୃକ୍ଷ (ଦେଖ) - ୨. Arjuna tree (See)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେ ଅଭୁତରୂପେ ଯୁଦ୍ଧ କରେ — Fighting wonderfully.