ଚିତ୍ରରଥ
ଦେଖଣା
ଚିତ୍ରରଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ) (ବହୁବ୍ରୀହି; ଟିତ୍ର+ରଥ)
[ସମ୍ପାଦନା]- ୧. କଶ୍ୟପଙ୍କ ଔରସରେ ଦକ୍ଷକନ୍ୟାଙ୍କ ଗର୍ଭରୁ ଜାତ ଗନ୍ଧର୍ବ— ବିଶେଷ —୧. Name of a Gandharba
[ଦ୍ରଷ୍ଟବ୍ୟ —ଏ ଇନ୍ଦ୍ରଙ୍କର ରଥବାହକ ଓ କୁବେରଙ୍କ ସଖା ଅଟନ୍ତି ଏହାଙ୍କ ଅନ୍ୟ ନାମ ଗନ୍ଧର୍ବରାଜ, ଅଙ୍ଗାରପର୍ଣ୍ଣ ଦଗ୍ଧରଥ, କୁବେର ସଖ]
- ୨. ସୂର୍ଯ୍ୟ —୨. The sun.
- ୩. ଶ୍ରୀକୃଷ୍ଣଙ୍କ ନାତି; ଗଦଙ୍କ ପୁତ୍ର — ୩. Name of a grandson of Ṡrīkṛushṇa.
- ୪. ଅଙ୍ଗଦେଶରେ ଜଣେ ରାଜା (ମହାଭାରତ) — ୪. Name of a king of Aṅga.
- ୫. ଯଦୁବଂଶୀୟ ଜଣେ ରାଜା (ଭାଗବତ ଓ ବିଷ୍ଣୁପୁରାଣ) — ୫. A king of the J̄adu dynasty.